ଏସ୍‌ସିବି କୋଭିଡ୍‌ ହସ୍ପିଟାଲରେ ରୋଗୀ ସୁନା ପିନ୍ଧିବା ମନା

କଟକ: ଏସ୍‌ସିବି କୋଭିଡ୍‌ ହସ୍ପିଟାଲକୁ ସୁନା ଅଳଙ୍କାର ମନା। ଯେଉଁ ସଂକ୍ରମିତ କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି ହେବେ ସେହି ସମୟରେ ସେ ପିନ୍ଧିଥିବା ସୁନା ଅଳଙ୍କା‌ର ସବୁ ତାଙ୍କ ସଂପର୍କୀୟଙ୍କୁ ହସ୍ତାନ୍ତର କରିବେ। ସୁନା ତାଙ୍କ ସଂପର୍କୀୟ ନେବା ପରେ କାଗଜରେ ସୁନା ଗ୍ରହଣ ଓ ତାଙ୍କ ରୋଗୀ କୌଣସି ସୁନା ପିନ୍ଧି ନଥିବା ନେଇ ଦସ୍ତଖତ ମଧ୍ୟ ଦେବେ। ସୁନା ଚୋରି ରୋକିବାକୁ ଏସ୍‌ସିବି କୋଭିଡ୍‌ ହସ୍ପିଟାଲରେ ଏଭଳି … Continue reading ଏସ୍‌ସିବି କୋଭିଡ୍‌ ହସ୍ପିଟାଲରେ ରୋଗୀ ସୁନା ପିନ୍ଧିବା ମନା